ବିଜେପି ସରକାର ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି – ସମୀର ମହାନ୍ତି
ଭୁବନେଶ୍ୱର, 2 ଜୁନ୍ (ହି.ସ.) ରାଜ୍ୟର ବିଜେପି ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉନାହାନ୍ତି । ପ୍ରତିଦିନ ଦୁର୍ନୀତି ଉପରେ ପ୍ରହାର ଚାଲିଛି । କୋଟି କୋଟି ଟଙ୍କା ବାହାରୁଛି । ବିଜେପି ସରକାର ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍
ବିଜେପି ସରକାର ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି – ସମୀର ମହାନ୍ତି


ଭୁବନେଶ୍ୱର, 2 ଜୁନ୍ (ହି.ସ.) ରାଜ୍ୟର ବିଜେପି ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉନାହାନ୍ତି । ପ୍ରତିଦିନ ଦୁର୍ନୀତି ଉପରେ ପ୍ରହାର ଚାଲିଛି । କୋଟି କୋଟି ଟଙ୍କା ବାହାରୁଛି । ବିଜେପି ସରକାର ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande