ଭୁବନେଶ୍ୱର,
02 ଜୁନ (ହି.ସ) କୋଭିଡ ଭିତରେ ରଥଯାତ୍ରା କୁ ନେଇ ଚିନ୍ତା ବଢି ଥିବା ବେଳେ ଏ ସମ୍ପର୍କରେ ଦିନେ ଦୁଇ ଦିନ ଭିତରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିବ ।
ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ
କହିଛନ୍ତି ଯେ ରାଜ୍ୟ ରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ସରକାର ଙ୍କୁ ଅବଗତ କରିବ । ଏହାରି ଭିତରେ ରାଜ୍ୟ ରେ କୋଭିଡ ସଂକ୍ରମଣ ଙ୍କ
ସଂଖ୍ୟା ଆଉ 3 ବଢିଛି । ଏବେ ରାଜ୍ୟ ରେ କୋଭିଡ
ଆକ୍ରାନ୍ତ ଙ୍କ ସଂଖ୍ୟା 15 ରେ ପହଁଚିଛି ।
ଓଡିଶା କୁ
ରାଜ୍ୟ ବାହାରୁ ଆସିଛି ଟେଷ୍ଟଟିଂ କିଟ ବିଭିନ୍ନ
ଜିଲ୍ଲା କୁ କିଟ ପଠାଇ ଦିଆଯାଇଛି । କେଉଁ
ମେଡିକାଲ କୁ କେତେ କିଟ ଦିଆଯିବ ତାହା ସିଡିଏମ ଓ ଙ୍କୁ ଦାୟିତ୍ୱ ଦିଆଯାଇଛି । 15 ପଜିଟିଭ
ଚି଼ହ୍ନଟ ହୋଇଛନ୍ତି ।
ସେ
କହିଛନ୍ତି ଯେ ଟେଷ୍ଟ ଟିଂ ତୁଳନା ରେ ପଜିଟିଭ ଙ୍କ ସଂଖ୍ୟା କମ ଆସିବା ଆଶ୍ବସ୍ତି କର ବିଷୟ । ତେବେ
ଗହଳି ଜାଗା କୁ ଗଲେ ମାସ୍କ ପିନ୍ଧିବା ଓ ବାହାରୁ ଆସିଲେ ହାତ ଧୋଇବା ଭଳି ସତର୍କତା ଅବଲମ୍ବନ
କରିବାକୁ ସେ ପରାମର୍ଶ ଦେଇଛନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ