ମୋଦିଙ୍କ ଗସ୍ତକୁ ନବ ନିର୍ମାଣ କୃଷକ ସଙ୍ଗଠନର ବିରୋଧ
ଭୁବନେଶ୍ୱର, 20 ଜୁନ୍ (ହି.ସ.) - ଭୁବନେଶ୍ୱର ରେଲୱେ ଷ୍ଟେସନରେ ନବ ନିର୍ମାଣ କୃଷକ ସଙ୍ଗଠନର ମୋଦିଙ୍କ ଗସ୍ତକୁ ବିରୋଧ। ଓଡ଼ିଶାରେ ବିଜେପି ସରକାର ବର୍ଷ ପୂର୍ତ୍ତି କଥା କହି ଆମ୍ବ ନାଁରେ ଆମ୍ବଡା ଧରାଇ ଦେବା କଥା ଅଭିଯୋଗ କରିଛି ସଂଗଠନ। ଏହା ବବିଜୟ ଉତ୍ସବ ନୁହେଁ ବରଂ
ମୋଦିଙ୍କ ଗସ୍ତକୁ ନବ ନିର୍ମାଣ କୃଷକ ସଙ୍ଗଠନର ବିରୋଧ


ଭୁବନେଶ୍ୱର, 20 ଜୁନ୍ (ହି.ସ.)

- ଭୁବନେଶ୍ୱର ରେଲୱେ ଷ୍ଟେସନରେ ନବ ନିର୍ମାଣ କୃଷକ ସଙ୍ଗଠନର ମୋଦିଙ୍କ ଗସ୍ତକୁ

ବିରୋଧ। ଓଡ଼ିଶାରେ ବିଜେପି ସରକାର ବର୍ଷ ପୂର୍ତ୍ତି କଥା କହି ଆମ୍ବ ନାଁରେ ଆମ୍ବଡା ଧରାଇ ଦେବା

କଥା ଅଭିଯୋଗ କରିଛି ସଂଗଠନ। ଏହା ବବିଜୟ ଉତ୍ସବ

ନୁହେଁ ବରଂ ବିଫଳତା, ବିନାଶ ଓ ପରାଜୟର କଥା

ବୋଲି ସଙ୍ଗଠନ କହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande