ରାମନାଗୁଡ଼ା ବ୍ଲକ ଆମିଟି ଗ୍ରାମରେ ଅଜଣା ରୋଗ ଆତଙ୍କ
ଭୁବନେଶ୍ୱର, 20 ଜୁନ୍ (ହି.ସ.)- ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଆମିଟି ଗ୍ରାମରେ ଅଜଣା ରୋଗ ଆତଙ୍କ । ଅଜଣା ରୋଗରେ ଆକ୍ରାନ୍ତ 60ରୁ ଅଧିକ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ---------------
ରାମନାଗୁଡ଼ା ବ୍ଲକ ଆମିଟି ଗ୍ରାମରେ ଅଜଣା ରୋଗ ଆତଙ୍କ


ଭୁବନେଶ୍ୱର, 20 ଜୁନ୍ (ହି.ସ.)- ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଆମିଟି ଗ୍ରାମରେ ଅଜଣା ରୋଗ ଆତଙ୍କ ।

ଅଜଣା ରୋଗରେ ଆକ୍ରାନ୍ତ 60ରୁ ଅଧିକ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଗାଁ ଲୋକେ

ଭୟଭୀତ ହୋଇପଡିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande