ଭୁବନେଶ୍ୱର, 20 ଜୁନ୍ (ହି.ସ.)- ସତର୍କ ସଂକେତ ଟପିଲା ସୁବର୍ଣ୍ଣରେଖା। ତଳିଆ ଅଞ୍ଚଳ ବନ୍ୟା ସମ୍ଭାବନା
ଦେଖାଦେଇଛି । ରାଜଘାଟ ଠାରେ ଦିନ ୧୨ ଟା ସୁଦ୍ଧା ୯.୪୫ ମିଟର ରେ ପ୍ରବାହିତ ହେଉଥିବା ବେଳେ
ବିପଦ ସଙ୍କେତ ୧୦.୩୬ ମି ରହିଛି। ଘଣ୍ଟା ପ୍ରତି ଜଳସ୍ତର ପ୍ରାୟ ୫୦ ସେମି ମିଟର ବୃଦ୍ଧି ଘଟୁଛି।
ସୁବର୍ଣ୍ଣରେଖା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଦୀ ବନ୍ଧ ଜଗିଛି ଜଳସେଚନ ବିଭାଗ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା