ଭୁବନେଶ୍ୱର, 21 ଜୁନ୍ (ହି.ସ.)- ସୋସିଆଲ
ମିଡ଼ିଆ ଜରିଆରେ ବିଜେପି ଓ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମିଛ ଖବର ଦେଖାଇ
ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । କଂଗ୍ରେସ ପାଖରେ
ଟଙ୍କା ନାହିଁ । କଂଗ୍ରେସ ଲୋକଙ୍କ ଟଙ୍କାରେ
ଲଢ଼ିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା