ଗଞ୍ଜାମ, ୨୪ ଜୁନ୍(ହି.ସ.) – ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବାଜପେୟୀ କ୍ଲିନିକ୍ ମାଲିକ ଡାକ୍ତର ଭବାନୀଶଙ୍କର ଦାସ ତାଙ୍କ କ୍ଳନିକରେ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ ଉଭୟ ନାବାଳିକା ଓ ଅଭିଯୁକ୍ତଙ୍କୁ ୍ୱମେଡିକାଲରେ ଡାକ୍ତରୀ ପରୀକ୍ଷା କରାଇ ଭବାନୀକୁ ଗିରଫ କରି କୋର୍ଟଚାଲାଣ କରିଛି।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ