ଗଞାମ, ୨୪ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲା ମହିଳା ସ୍ୱ।ସ୍ଥ୍ଯକର୍ମୀ ସଂଘ ପକ୍ଷରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡାକ୍ତର ସୁଶାନ୍ତ କୁମାର ନାୟକଙ୍କୁ ଏକ ପ୍ରତିନିଧି ଦଳ ଭେଟି ଶୁଭେଛା ଜଣାଇ ମହିଳା ସ୍ୱ।ସ୍ଥ୍ଯକର୍ମୀଙ୍କୁ ଲେଵଲ ଦୁଇରୁ ଲେବଲ ଏକ କରିଵାକୁ ଦାବିପତ୍ର ଦେଇଛନ୍ତି। ଏଥିପ୍ରତି ନ୍ଯାୟ ପ୍ରଦାନ କରିଵେ ଵୋଲି ସିଡିଏମଓ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ପ୍ରତିନିଧି ଦଳରେ ସୈ।ଭାଗିନୀ କାନୁଗୋ, ଲଳିତା ମହାଣ୍ଡିଆ, ନନ୍ଦିନି ସାହୁ, ଝୁନୁ ପଟ୍ଟନାୟକ ଓ ଭାଗ୍ଯଲତା ପାତ୍ର ପ୍ରମୁଖ ସିଡିଏମଓଙ୍କୁ ସାକ୍ଷାତ କରି ଦାଵିପତ୍ର ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ