ଛାତ୍ରୀ ଅସଦାଚରଣ ଓ ମହିଳା ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
କେନ୍ଦୁଝର, 25 ଜୁନ୍ (ହି.ସ.) ରାଜ୍ୟର ମହିଳା, ଯୁବତୀ, ଛାତ୍ରୀମାନଙ୍କୁ ଅସଦାଚରଣ,ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଛି । ଏହା ସ୍ଵତେବି ରାଜ୍ୟ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି କେନ୍ଦୁଝର ବିଜୁ ଯୁବ ଓ ଛାତ୍ର ଜନତା ତରଫରୁ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟା
Biju chatra janta dala pratibad


କେନ୍ଦୁଝର, 25 ଜୁନ୍ (ହି.ସ.) ରାଜ୍ୟର ମହିଳା, ଯୁବତୀ, ଛାତ୍ରୀମାନଙ୍କୁ ଅସଦାଚରଣ,ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଛି । ଏହା ସ୍ଵତେବି ରାଜ୍ୟ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି କେନ୍ଦୁଝର ବିଜୁ ଯୁବ ଓ ଛାତ୍ର ଜନତା ତରଫରୁ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ତ୍ୱତାବଧାନରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସଂପାଦକ ମାଧବ ସର୍ଦ୍ଦାରଙ୍କ ସହ ଏହି ପ୍ରତିବାଦରେ ମନ୍ମଥ ଘଣା, ଆଶିଷ ଆଚାର୍ଯ୍ୟ,ପ୍ରଶାନ୍ତ ପରିଡା, ସୋମନାଥ ବେହେରା, ଦେବଶିଷ ନାୟକ, ପପୁ ଯାଦବ,କେକୀ କାକଲି,ମିନତୀ ନାଏକ, ଶିବାନୀ ମହାନ୍ତ, ପୂଜା ମହାନ୍ତ, ଶିବା ମୁଖି, ଜୟପ୍ରକାଶ ରାଉତ,ଚିନ୍ମୟ ଦାସ, ଆଦର୍ଶ ବାରିକ,ଆକାଶ ବାରିକ,ଏମ. ଡ଼ି. ଆଜ଼ିଜ,ଅରମାନ ହୁସେନ,ଅଭିଷେକ ରାଉତ,ବାପୁନ ବାରିକ,କୁନାଲ ସାହୁ, ସୋଭାଗ୍ୟ ସାହୁ, ପ୍ରତିକ ମହାନ୍ତ, ଜଗନ,ରଞ୍ଜନ ପିଙ୍କୁ,ଓ଼ମ ପଟ୍ଟନାୟକ, ରାକେଶ ବେହେରା, ହାପି ଖୁଣ୍ଟିଆ, ଦୀପକ ପ୍ରଧାନ, ବିଜୟ ଜିତ, ଆର୍ଯ୍ୟନ ଜ୍ଞାନ ମହାପାତ୍ର,ପ୍ରମେଶ୍ୱର ବାରିକ, ଏମ. ଡ଼ି ସଫିକ, ନାଶିର, ତବ୍ରେଜ଼ ଭାଗିରତି ପ୍ରଧାନ,ବଳିଆ କୁମାର ବାରିକ ଆଶିଷ ଖୁଣ୍ଟିଆ,ସତ୍ୟଜିତ ମନ୍ତ୍ରୀ, ଶୁଭମ ଘଡେଇ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande