ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ଧାରଣା
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ଧାରଣା । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବ ଜନିତ ସମସ୍ୟାର ସମାଧାନ ସହ ବାସୁଦେବପୁରର ବିଭିନ ସମସ୍ୟା ନେଇ ବାସୁଦେବପୁର ବ୍ଲକ କଂଗ୍ରେସ ପକ୍ଷରୁ ମେଡିକାଲ
ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ଧାରଣା


ଭୁବନେଶ୍ୱର, 25 ଜୁନ୍ (ହି.ସ.)- ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ନେଇ କଂଗ୍ରେସ ପକ୍ଷରୁ

ଧାରଣା । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବ ଜନିତ ସମସ୍ୟାର ସମାଧାନ ସହ

ବାସୁଦେବପୁରର ବିଭିନ ସମସ୍ୟା ନେଇ ବାସୁଦେବପୁର ବ୍ଲକ କଂଗ୍ରେସ ପକ୍ଷରୁ ମେଡିକାଲ ସମ୍ମୁଖରେ

ଗଣଧାରଣା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande