ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିଜେ କଲେ ଚକ୍ରରାଜ ପ୍ରଭୁ ସୁଦର୍ଶନ
ଭୁବନେଶ୍ୱର, 27 ଜୁନ୍ (ହି.ସ.) - ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବଦଳନ ହେଉଛି ସୁଭଦ୍ରାଙ୍କ ରଥ । ଏହାପଛକୁ ଧାଡି ପହଣ୍ଡିରେ ଆସୁଛନ୍ତି ବଡଠାକୁର ଶ୍ରୀବଳଭଦ୍ର । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର । ରଥଯ
ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ     ରଥରେ ବିଜେ କଲେ ଚକ୍ରରାଜ ପ୍ରଭୁ ସୁଦର୍ଶନ


ଭୁବନେଶ୍ୱର, 27 ଜୁନ୍ (ହି.ସ.)

- ଶୂନ୍ୟ

ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବଦଳନ ହେଉଛି

ସୁଭଦ୍ରାଙ୍କ ରଥ । ଏହାପଛକୁ ଧାଡି ପହଣ୍ଡିରେ ଆସୁଛନ୍ତି ବଡଠାକୁର ଶ୍ରୀବଳଭଦ୍ର । ଘଣ୍ଟଘଣ୍ଟା ଓ

ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ଧାମ

। ସକାଳ ୯ଟାରେ ସକାଳ ଧୂପ, ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande