'ଗଜପତି ଗୌରବ ଦିବସ'ର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 29 ଜୁନ୍ (ହି.ସ.) - ''ଗଜପତି ଗୌରବ ଦିବସ''ର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀର ଶ୍ରୀ ଶ୍ରୀ ଶ୍ରୀ
'ଗଜପତି ଗୌରବ ଦିବସ'ର ଶୁଭେଚ୍ଛା ଜଣାଇଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 29 ଜୁନ୍ (ହି.ସ.)

- 'ଗଜପତି ଗୌରବ ଦିବସ'ର ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀର ଶ୍ରୀ ଶ୍ରୀ ଶ୍ରୀ

ପ୍ରତାପ କପିଳେନ୍ଦ୍ର ଦେବ ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ 'ଗଜପତି ଗୌରବ ଦିବସ'

ଅବସରରେ

ହାର୍ଦ୍ଦିକ ଶୁଭକାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande