ମୃତକଙ୍କ ପରିବାର ସହ କଥା ହେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 29 ଜୁନ୍ (ହି.ସ.) - ମୃତକଙ୍କ ପରିବାର ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶରଧାବାଲିରେ ଦଳାଚକଟା ଯୋଗୁଁ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଠାନ୍ତର ଗ୍ରାମର ପ୍ରଭାତୀ ଦାସଙ୍କ ଦୁଃଖଦ ମୁତ୍ୟୁ ହୋଇଥିଲା । ଆଜି ସକାଳେ ବିରୋଧୀ ଦଳ ନେତା
ମୃତକଙ୍କ ପରିବାର ସହ କଥା ହେଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 29 ଜୁନ୍ (ହି.ସ.)

- ମୃତକଙ୍କ ପରିବାର ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶରଧାବାଲିରେ

ଦଳାଚକଟା ଯୋଗୁଁ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଠାନ୍ତର ଗ୍ରାମର ପ୍ରଭାତୀ ଦାସଙ୍କ ଦୁଃଖଦ

ମୁତ୍ୟୁ ହୋଇଥିଲା । ଆଜି ସକାଳେ ବିରୋଧୀ ଦଳ

ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୃତ ପ୍ରଭାତୀ ଦାସଙ୍କ ପୁଅ ଆୟୁଷ ଦାସଙ୍କ ସହିତ ମୁମ୍ବାଇରୁ

ଫୋନ୍ ଯୋଗେ କଥା ହୋଇ ଶୋକ ବ୍ୟକ୍ତ କରିବା ସହ ଗଭୀର ସମବେଦନା ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande