ଭୁବନେଶ୍ୱର, 29 ଜୁନ୍ (ହି.ସ.)- ରଥଯାତ୍ରା ବିଭ୍ରାଟ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ
ନେତା ସୁରେଶ କୁମାର ରାଉତରାୟ । ସେ କହିଛନ୍ତି ଯେ, ଭିଡ ମ୍ୟାନେଜମେଣ୍ଟ ଠିକ ଭାବେ ହୋଇନି । ସନ୍ଧ୍ୟା
ପରେ ରଥ ଟଣା ହୋଇଛି । ଅଦାନୀ ଥିବା ପର୍ଯ୍ୟନ୍ତ ସବୁ ମନ୍ତ୍ରୀ ପୋଲିସ ଥିଲେ । ଅଦାନୀ ଗଲା ପରେ
ଘରେ ଶୋଇଲେ । ସରକାର ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା