ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଏବଂ ମୋଗଲ ରୋଡରେ ଯାନବାହାନ ଚଳାଚଳ ଜାରି
ଜମ୍ମୁ 30 ଜୁନ (ହି.ସ)-ଜାମ୍ମୁ -ଶ୍ରୀନଗର ଜାତୀୟ ରାଜପଥଏବଂ ମୁଗଲ ରୋଡରେ ସୋମବାର ଯାନବାହାନ ଚଳାଚଳ ସୁରୁଖୁରୁରେ ଜାରି ରହିଛି। ଆଜି ଛୋଟ ଯାନବାହାନକୁ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରୁ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନବାହାନକୁ କେବଳ ଜାମ୍ମୁରୁ
ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଏବଂ ମୋଗଲ ରୋଡରେ ଯାନବାହାନ ଚଳାଚଳ ଜାରି


ଜମ୍ମୁ 30 ଜୁନ (ହି.ସ)-ଜାମ୍ମୁ

-ଶ୍ରୀନଗର ଜାତୀୟ ରାଜପଥଏବଂ ମୁଗଲ ରୋଡରେ

ସୋମବାର ଯାନବାହାନ ଚଳାଚଳ ସୁରୁଖୁରୁରେ ଜାରି ରହିଛି। ଆଜି ଛୋଟ ଯାନବାହାନକୁ ଜାତୀୟ ରାଜପଥ ଉଭୟ

ପାର୍ଶ୍ୱରୁ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନବାହାନକୁ କେବଳ ଜାମ୍ମୁରୁ

ଶ୍ରୀନଗରଅଭିମୁଖେ ଚଳାଚଳ କରିବାକୁ ଅନୁମତି

ଦିଆଯାଉଛି।ଟ୍ରାଫିକ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଖରାପ ପାଗ ସତ୍ତ୍ୱେ ଜାମ୍ମୁରୁ

ଶ୍ରୀନଗର ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ଜାରି ରହିଛି।ଛୋଟ ଯାନଗୁଡିକୁ

ସେମାନଙ୍କ ଲେନରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି ଯାନକୁ ଦ୍ରୁତ ଗତିରେ କିମ୍ବା

ଓଭରଟେକିଂ ନ କରିବାକୁ ପରାମର୍ଶ ଦିଆଯାଇଛି।ଯାହାଦ୍ୱାରା ରାଜପଥରେ କୌଣସି ଜାମ ନହୁଏ।ଏହି ସମୟରେ

ଛୋଟ ଯାନବାହାନଗୁଡିକୁ ଜାମ୍ମୁରୁ ଶ୍ରୀନଗର ଏବଂ ଶ୍ରୀନଗରରୁ ଜାମ୍ମୁ ଉଭୟ ପାର୍ଶ୍ୱରୁ ଯିବାକୁ

ଅନୁମତି ଦିଆଯାଉଥିବାବେଳେ ବଡ ଯାନବାହାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି

ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande