ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ ଏକ ସକ୍ରିୟ ଏବଂ ଭବିଷ୍ୟବାଦୀ-ଚିନ୍ତାଧାରାର ଆଭିମୁଖ୍ୟ ଗ୍ରହଣ କରିଛି: ଡକ୍ଟର ପିକେ ମିଶ୍ର
ଭୁବନେଶ୍ୱର, 7 ଜୁନ୍ (ହି.ସ.) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର, ଜାତିସଂଘ ମହାସଚିବଙ୍କ ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ ମୁକାବିଲା କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି (୦୬ଜ
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ  ଏକ ସକ୍ରିୟ ଏବଂ ଭବିଷ୍ୟବାଦୀ-ଚିନ୍ତାଧାରାର  ଆଭିମୁଖ୍ୟ ଗ୍ରହଣ କରିଛି:     ଡକ୍ଟର ପିକେ ମିଶ୍ର


ଭୁବନେଶ୍ୱର, 7 ଜୁନ୍ (ହି.ସ.) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର, ଜାତିସଂଘ ମହାସଚିବଙ୍କ

ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ ମୁକାବିଲା

କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି (୦୬ଜୁନ୍୨୦୨୫) ଜେନେଭାରେ ଅତ୍ୟଧିକ

ଉତ୍ତାପ ଜନିତ ବିପଦର ପରିଚାଳନା ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ କାଳରେ ପ୍ରମୁଖ ଉଦବୋଧନ ଦେବା

ଅବସରରେ ସେଉଲ୍ଲେଖ କରିଥିଲେ

ଯେ,ବର୍ଦ୍ଧିତ

ତାପମାତ୍ରା ଜନସ୍ୱାସ୍ଥ୍ୟ,

ଅର୍ଥନୈତିକ ସ୍ଥିରତାଏବଂପାରିବେଶିକ ନମନୀୟତା ପାଇଁଏକପଦ୍ଧତିଗତବିପଦସୃଷ୍ଟିକରୁଛି, ଏବଂଭାରତଆବଣ୍ଟିତଶିକ୍ଷା, ମାର୍ଗଦର୍ଶନଏବଂସହଯୋଗପାଇଁଏକପ୍ଲାଟଫର୍ମଭାବରେଅତ୍ୟଧିକଉତ୍ତାପଜନିତବିପଦପରିଚାଳନାପାଇଁସାଧାରଣଢାଞ୍ଚାକୁଆଗକୁବଢ଼ାଇବାନିମନ୍ତେୟୁଏନଡିଆରଆରରପଦକ୍ଷେପକୁସ୍ୱାଗତକରୁଛି।

ଡକ୍ଟରମିଶ୍ରଗୁରୁତ୍ୱାରୋପକରିଥିଲେଯେ,ପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଙ୍କନେତୃତ୍ୱରେଭାରତଅତ୍ୟଧିକଉତ୍ତାପଜନିତବିପଦରପରିଚାଳନାପାଇଁଏକସକ୍ରିୟଏବଂଭବିଷ୍ୟଦର୍ଶୀ-ଚିନ୍ତାଧାରାସମ୍ପନ୍ନଆଭିମୁଖ୍ୟଗ୍ରହଣକରିଛି।ସେସୂଚାଇଥିଲେଯେ, ଭାରତବିପର୍ଯ୍ୟୟପ୍ରତିକ୍ରିୟାଠାରୁଆଗକୁବଢ଼ିସମନ୍ୱିତପ୍ରସ୍ତୁତିଏବଂପ୍ରଶମନରଣନୀତିଆଡ଼କୁଗତିକରିଛି।୨୦୧୬ମସିହାରୁଜାତୀୟବିପର୍ଯ୍ୟୟପରିଚାଳନାପ୍ରାଧିକରଣ (ଏନଡିଏମଏ) ୨୦୧୯ମସିହାରେସଂଶୋଧିତଉତ୍ତାପଲହରୀପରିଚାଳନାଉପରେବ୍ୟାପକଜାତୀୟନିର୍ଦ୍ଦେଶାବଳୀବିକଶିତକରିଛି, ଯାହାବିକେନ୍ଦ୍ରୀକୃତଉତ୍ତାପକାର୍ଯ୍ୟଯୋଜନା (ଏଚଏପି) ପାଇଁମୂଳଦୁଆସ୍ଥାପନକରିଥିଲା।

ସେଏକ୍ଷେତ୍ରରେଅହମ୍ମଦାବାଦଉତ୍ତାପକାର୍ଯ୍ୟଯୋଜନାରଅଗ୍ରଗଣ୍ୟତାକୁସ୍ୱୀକାରକରିଥିଲେ, ଯାହାକିପରିପ୍ରାରମ୍ଭିକଚେତାବନୀ, ଆନ୍ତଃ-ଏଜେନ୍ସିସମନ୍ୱୟଏବଂଜନଗୋଷ୍ଠୀଙ୍କନିକଟରେପହଞ୍ଚଏହିବିପଦରୁଅନେକସଂଖ୍ୟକଜୀବନକୁରକ୍ଷାକରିପାରିବତାହାପ୍ରଦର୍ଶନକରିଥିଲା।

୨୩ଟିଉତ୍ତାପ-ପ୍ରବଣରାଜ୍ୟର୨୫୦ରୁଅଧିକସହରଏବଂଜିଲ୍ଲାରେଏନଡିଏମଏରପରାମର୍ଶଦାତା, ବୈଷୟିକଏବଂସଂସ୍ଥାଗତବ୍ୟବସ୍ଥାଦ୍ୱାରାସମର୍ଥିତକାର୍ଯ୍ୟକ୍ଷମଉତ୍ତାପକାର୍ଯ୍ୟଯୋଜନାରହିଛି’ ବୋଲିପ୍ରମୁଖସଚିବଗୁରୁତ୍ୱାରୋପକରିକହିଛନ୍ତିଯେ,ସୁଦୃଢ଼ନିରୀକ୍ଷଣବ୍ୟବସ୍ଥା, ହସ୍ପିଟାଲପ୍ରସ୍ତୁତିଏବଂସଚେତନତାଅଭିଯାନଦ୍ୱାରାଉତ୍ତାପଲହରୀ-ସମ୍ବନ୍ଧିତମୃତ୍ୟୁହାରଉଲ୍ଲେଖନୀୟଭାବରେହ୍ରାସପାଇଛି।

ଡକ୍ଟରମିଶ୍ରଏବାବଦରେଭାରତରଆଭିମୁଖ୍ୟସମ୍ପର୍କରେସମଗ୍ରସରକାରଏବଂସମଗ୍ରସମାଜ, ସ୍ୱାସ୍ଥ୍ୟ, କୃଷି, ନଗରଉନ୍ନୟନ, ଶ୍ରମ, ଶକ୍ତି, ଜଳ, ଶିକ୍ଷାଏବଂଭିତ୍ତିଭୂମିମନ୍ତ୍ରଣାଳୟଗୁଡ଼ିକୁସାମିଲକରିବାଉପରେଆଲୋକପାତକରିଥିଲେ।ସେଉଲ୍ଲେଖକରିଥିଲେଯେଜନସ୍ୱାସ୍ଥ୍ୟପ୍ରତିଷ୍ଠାନ, ଗବେଷଣାଗୋଷ୍ଠୀ, ନାଗରିକସମାଜସଂଗଠନଏବଂବିଶ୍ୱବିଦ୍ୟାଳୟଗୁଡ଼ିକସ୍ଥାନୀୟସରକାରଙ୍କୁଉତ୍ତାପକାର୍ଯ୍ୟଯୋଜନାକୁଉନ୍ନତକରିବାନିମନ୍ତେସହାୟତାପ୍ରଦାନକରିବାରେଗୁରୁତ୍ୱପୂର୍ଣ୍ଣଭୂମିକାଗ୍ରହଣକରୁଛନ୍ତି।

ଅତ୍ୟଧିକଉତ୍ତାପସମୁଦାୟଗୁଡ଼ିକୁଗଭୀରଭାବରେପ୍ରଭାବିତକରିଥାଏଏବଂଭାରତଏହାରପ୍ରତିକ୍ରିୟାପ୍ରକାଶକରିବାକୁଯାଇଏଥିରେପାରମ୍ପରିକଜ୍ଞାନଏବଂସ୍ଥାନୀୟଅଭିଜ୍ଞତାକୁସକ୍ରିୟଭାବରେସାମିଲକରିଛି’ ବୋଲିଡକ୍ଟରମିଶ୍ରଗୁରୁତ୍ୱରୋପକରିକହିଥିଲେ।ସେଉଲ୍ଲେଖକରିଥିଲେଯେ, ସ୍କୁଲଗୁଡ଼ିକଆଚରଣଗତପରିବର୍ତ୍ତନପାଇଁଉତପ୍ରେରକପାଲଟିଛନ୍ତି, ପିଲାମାନଙ୍କୁଜଳବାୟୁନମନୀୟତାବିଷୟରେଶିକ୍ଷାଦେଇଛନ୍ତି।ସେଏହାଉପରେମଧ୍ୟଗୁରୁତ୍ୱାରୋପକରିଥିଲେଯେତ୍ୱରିତଏବଂପ୍ରଭାବଶାଳୀଜରୁରୀକାଳୀନପ୍ରତିକ୍ରିୟାକୁସୁନିଶ୍ଚିତକରିବା

ପାଇଁ ହସ୍ପିଟାଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ନିଶ୍ଚତରୂପେସୁଦୃଢ଼ କରାଯିବା ଆବଶ୍ୟକ

ଭାରତର କେବଳ-ପ୍ରସ୍ତୁତି

ପଦ୍ଧତିରୁ ଦୀର୍ଘକାଳୀନ ଉତ୍ତାପ ଲହରୀ ପ୍ରଶମନବ୍ୟବସ୍ଥାକୁପରିବର୍ତ୍ତନ, ଯେପରିକିଶୀତଳଛାତପ୍ରଯୁକ୍ତି, ନିଷ୍କ୍ରିୟଶୀତଳନକେନ୍ଦ୍ର, ସହରାଞ୍ଚଳସବୁଜୀକରଣଏବଂପାରମ୍ପରିକଜଳାଶୟରପୁନରୁଦ୍ଧାରଇତ୍ୟାଦିସମ୍ପର୍କରେବିବରଣୀଦେଇଶ୍ରୀମିଶ୍ରଦୃଢ଼ୋକ୍ତିପ୍ରକାଶକରିଥିଲେଯେଭାରତସହରାଞ୍ଚଳଉତ୍ତପ୍ତଦ୍ୱୀପ (ଅର୍ବାନ୍ହିଟ୍ଆଇଲ୍ୟାଣ୍ଡ- ୟୁଏଚଆଇ)ରମୂଲ୍ୟାଙ୍କନକୁମଧ୍ୟସହରାଞ୍ଚଳଯୋଜନାରେସାମିଲକରୁଛି।

ଡକ୍ଟରମିଶ୍ରଏକପ୍ରମୁଖନୀତିଗତପରିବର୍ତ୍ତନସମ୍ପର୍କରେଘୋଷଣାକରିକହିଥିଲେଯେ,ଜାତୀୟଏବଂରାଜ୍ୟବିପର୍ଯ୍ୟୟପ୍ରଶମନପାଣ୍ଠି (ଏସଡିଏମଏଫ୍‌)ଗୁଡ଼ିକଏବେଉତ୍ତାପଲହରୀହ୍ରାସପାଇଁବ୍ୟବହାରକରାଯାଇପାରିବ, ଯାହାସ୍ଥାନୀୟସରକାର, ଘରୋଇକ୍ଷେତ୍ରସଂସ୍ଥା, ଏନଜିଓଏବଂବ୍ୟକ୍ତିବିଶେଷଙ୍କୁନିବାରଣଏବଂପ୍ରଶମନପ୍ରକଳ୍ପଗୁଡ଼ିକୁସହଯୋଗାତ୍ମକ-ଅର୍ଥପ୍ରଦାନକରିବାକୁଅନୁମତିଦେଇଥାଏ, ଯାହାଦ୍ୱାରାମିଳିତଦାୟିତ୍ୱବହନକରାଯାଇଥାଏ।

ଡକ୍ଟରମିଶ୍ରଏକ୍ଷେତ୍ରରେସମ୍ପାଦନକରାଯିବାକୁବକେୟାରହିଥିବାପ୍ରମୁଖଆହ୍ୱାନଗୁଡ଼ିକୁସ୍ୱୀକାରକରିଛନ୍ତିଏବଂପ୍ରାରମ୍ଭିକସତର୍କତାପ୍ରଣାଳୀକୁଉନ୍ନତକରିବାପାଇଁବାସ୍ତବ - ସମୟତଥ୍ୟଉପରେଆଧାରିତଏକସ୍ଥାନୀୟଉତ୍ତାପ-ଆର୍ଦ୍ରତାସୂଚକାଙ୍କବିକଶିତକରିବାଉପରେବିଶ୍ୱବ୍ୟାପୀଧ୍ୟାନଦେବାକୁଆହ୍ୱାନକରିଛନ୍ତି, ଯେଉଁଗୁଡ଼ିକସୁଲଭଏବଂସଂସ୍କୃତିଦୃଷ୍ଟିରୁଉପଯୁକ୍ତନିର୍ମାଣପ୍ରଯୁକ୍ତିବିଦ୍ୟାଏବଂନିଷ୍କ୍ରିୟଶୀତଳନଉଦ୍ଭାବନକୁଆଗକୁବଢ଼ାଇବାସହିତସମାନତାପଜନିତଚିନ୍ତାଗୁଡ଼ିକରସମାଧାନକରିବାଭଳିହୋଇଥିବ, କାରଣଅତ୍ୟଧିକତାପମହିଳା, ବାହାରେକାମକରୁଥିବାଶ୍ରମିକ, ବୃଦ୍ଧଏବଂପିଲାମାନଙ୍କୁଅସମାନୁପାତୀଭାବରେପ୍ରଭାବିତକରିଥାଏ।

ଉତ୍ତାପଲହରୀହେଉଛିସୀମାପାରଏବଂବ୍ୟବସ୍ଥାଗତବିପଦ, ବିଶେଷକରିଘନଜନବହୁଳସହରାଞ୍ଚଳଗୁଡ଼ିକପାଇଁ’ ବୋଲିଡକ୍ଟରମିଶ୍ରଗୁରୁତ୍ୱାରୋପକରିଥିଲେଏବଂଆନ୍ତର୍ଜାତିକସମୁଦାୟକୁଉତ୍ତାପରନମନୀୟତାଉପରେପ୍ରଯୁକ୍ତିଜନିତସହଯୋଗପ୍ରଦାନ, ତଥ୍ୟବଣ୍ଟନଏବଂମିଳିତଗବେଷଣାବୃଦ୍ଧିକରିବାକୁଅନୁରୋଧକରିଥିଲେ।ସେସଂସ୍ଥାଗତଏବଂଆର୍ଥିକସହାୟତାବ୍ୟବସ୍ଥାସହିତସୁଲଭଜ୍ଞାନ, ଗବେଷଣାଏବଂବ୍ୟବହାରିକସମାଧାନପ୍ରଦାନକରିବାପାଇଁଏକସାଧାରଣଢାଞ୍ଚାପ୍ରସ୍ତୁତକରିବାଲାଗିଆହ୍ୱାନଦେଇଥିଲେ।

ଡକ୍ଟରମିଶ୍ରବିଶ୍ୱସ୍ତରୀୟଅଂଶୀଦାରମାନଙ୍କସହନିଜରବିଶେଷଜ୍ଞତା, ବୈଷୟିକକ୍ଷମତାଏବଂସାଂଗଠନିକଶକ୍ତିକୁବାଣ୍ଟିବାପାଇଁଭାରତରପୂର୍ଣ୍ଣପ୍ରତିବଦ୍ଧତାସମ୍ପର୍କରେଆଶ୍ୱସ୍ତକରିଥିଲେ, ଯାହାଦ୍ୱାରାପ୍ରଚଣ୍ଡଗରମପ୍ରତି

ଏକ ସ୍ଥିର, ସମନ୍ୱିତଏବଂସକ୍ରିୟବିଶ୍ୱସ୍ତରୀୟପ୍ରତିକ୍ରିୟାସୁନିଶ୍ଚିତହୋଇପାରିବ।

****

SSP

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande