ଭଦୋଦରା ବ୍ରିଜ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଭଦୋଦରା ବ୍ରିଜ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଦୋଦରାରେ ଦୁଃଖଦ ବ୍ରିଜ ଦୁର୍ଘଟଣା ହୃଦୟ ବିଦାରକ । ମୃତକଙ୍କ ପରିଜନଙ୍କୁ
ଭଦୋଦରା ବ୍ରିଜ     ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ଭଦୋଦରା

ବ୍ରିଜ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଦୋଦରାରେ ଦୁଃଖଦ ବ୍ରିଜ ଦୁର୍ଘଟଣା

ହୃଦୟ ବିଦାରକ । ମୃତକଙ୍କ ପରିଜନଙ୍କୁ ଗଭୀର ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ

ଜଗନ୍ନାଥ ସେମାନଙ୍କୁ ଧୈର୍ଯ୍ୟ , ଶକ୍ତି ଓ ଶାନ୍ତି ପ୍ରଦାନ କରନ୍ତୁ । ଆହତଙ୍କ ଆଶୁ ଆରୋଗ୍ୟ

କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande