ପୁଣି ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ବିମାନବନ୍ଦରର ପାଚେରି
ମାଲକାନଗିରି, ୧୮ ଅଗଷ୍ଟ (ହି.ସ.)ପୁଣି ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ବିମାନବନ୍ଦରର ପାଚେରି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥି
ପୁଣି ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ବିମାନବନ୍ଦରର ପାଚେରି


ମାଲକାନଗିରି, ୧୮ ଅଗଷ୍ଟ (ହି.ସ.)ପୁଣି ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ବିମାନବନ୍ଦରର ପାଚେରି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଥର ଏହି ପାଚେରୀ ଭାଙ୍ଗି ମରାମତି ହୋଇଥିଲା।ଆଜି ପୁଣି ବର୍ଷା ଯୋଗୁଁ ପାଚେରି ଭାଙ୍ଗି ଯାଇଛି। ବାରମ୍ବାର ପାଚେରି ଭୁଶୁଡ଼ିବା ନିର୍ମାଣ କାର୍ଯ୍ୟର ସାଧୁତା ଉପରେ ପ୍ରଶ୍ନ ଉଠିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande