ଭଦ୍ରକ, ୭ ଅଗଷ୍ଟ (ହି.ସ.) - ୧୬ନମ୍ୱର ଜାତୀୟ ରାଜ ପ ଥ ରେ ଏକ ୧୪ଚକିଆ ସାର ବୋଝେଇ ଟ୍ରକ ରାସ୍ତା କଡ ନୟନ ଯୋରି କୁ ଓଲଟି ପଡିଛି। ସଂଧା ରେ ଏହି ଅଘଟଣ ଘ ଟିଥିଲେ ମଧ୍ୟ କେହି ମୃତାହତ ହୋଇ ନାହାଁନ୍ତି। ରାଜପଥର ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ସମ୍ମୁଖ ରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ସ୍ଥାନୀୟ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବାର ଜଣାପଡିଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ