କାଲିଠୁ ବୁଲା କୁକୁର ଗଣିବ ବିଏମସି
ଭୁବନେଶ୍ୱର, ୧୭ ସେପ୍ଟେମ୍ବର (ହି.ସ)- ଆସନ୍ତାକାଲି (ଗୁରୁବାର)ଠାରୁ ଭୁବନେଶ୍ୱର ମହାନଗର ନିଗମ ବୁଲା କୁକୁର ଗଣନା କରିବ । ସେପ୍ଟେମ୍ବର ୧୮ରୁ ୨୫ ତାରିଖ ମଧ୍ୟରେ ୬୭ଟି ୱାର୍ଡରେ ଗଣନା କାର୍ଯ୍ୟ ଚାଲିବ। ପ୍ରତ୍ୟେକ ଗଳିକନ୍ଦିରେ ୨ଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ଗଣାଯିବ। ଭୋର ୫ଟାରୁ ସକାଳ ୭
କାଲିଠୁ ବୁଲା କୁକୁର ଗଣିବ ବିଏମସି


ଭୁବନେଶ୍ୱର, ୧୭ ସେପ୍ଟେମ୍ବର (ହି.ସ)- ଆସନ୍ତାକାଲି (ଗୁରୁବାର)ଠାରୁ ଭୁବନେଶ୍ୱର ମହାନଗର ନିଗମ ବୁଲା କୁକୁର ଗଣନା କରିବ । ସେପ୍ଟେମ୍ବର ୧୮ରୁ ୨୫ ତାରିଖ ମଧ୍ୟରେ ୬୭ଟି ୱାର୍ଡରେ ଗଣନା କାର୍ଯ୍ୟ ଚାଲିବ। ପ୍ରତ୍ୟେକ ଗଳିକନ୍ଦିରେ ୨ଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ଗଣାଯିବ। ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କୁକୁର ଗଣନା ଚାଲିବ। ଏକକାଳୀନ ୪୧୦ଟି ଟିମ୍ ଭୁବନେଶ୍ୱରର ଗଳିକନ୍ଦିରେ କୁକୁର ଗଣନା କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande