ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରୁ ୧୦୨ ଆମ୍ବୁଲାନ୍ସ ଗାଡ଼ି ଉଭାନ
ଗଞାମ, ୧୭ ଜାନୁଆରୀ (ହି.ସ.)- ଶେରଗଡ‌ ବ୍ଳକର ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ଗର୍ଭଵତୀ ଓ ପ୍ରସୂତି ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଵିଜେଡି ସରକାର ଅମଳରେ ୧୦୨ ଆମ୍ଵୁଲାନ୍ସ ଗାଡିଯୋଗାଣ ହୋଇଥିଲା। କିନ୍ତୁ, ଦୁଇ ମାସ ହେଲା ଏହି ଗାଡ଼ି ଉଭାନ ହୋଇଯାଇଥିବାରୁ
ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରୁ ୧୦୨ ଆମ୍ବୁଲାନ୍ସ ଗାଡ଼ି ଉଭାନ


ଗଞାମ, ୧୭ ଜାନୁଆରୀ (ହି.ସ.)- ଶେରଗଡ‌ ବ୍ଳକର ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ଗର୍ଭଵତୀ ଓ ପ୍ରସୂତି ମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଵିଜେଡି ସରକାର ଅମଳରେ ୧୦୨ ଆମ୍ଵୁଲାନ୍ସ ଗାଡିଯୋଗାଣ ହୋଇଥିଲା। କିନ୍ତୁ, ଦୁଇ ମାସ ହେଲା ଏହି ଗାଡ଼ି ଉଭାନ ହୋଇଯାଇଥିବାରୁ ଏ ଅଞ୍ଚଳର ଜନସାଧାରଣ ବିଶେଷ କରି ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ବିଜେପି ସରକାର ପ୍ରତି ବିତୃଷ୍ଣା ମନୋଭାବ ପୋଷଣ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande