ଏନଡିଆରଏଫ  ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ଏନଡିଆରଏଫ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଏନଡିଆରଏଫସ୍ଥାପନା ଦିବସ ଅବସରରେ ସମସ୍ତ ଯବାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମନ୍ତ୍ରୀ
ମୁକେଶ


ଭୁବନେଶ୍ୱର, 19 ଜାନୁଆରି (ହି.ସ.)- ଏନଡିଆରଏଫ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଏନଡିଆରଏଫସ୍ଥାପନା

ଦିବସ ଅବସରରେ ସମସ୍ତ ଯବାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷା ପାଇଁ ଆପଣଙ୍କର ଅଟଳ

ନିଷ୍ଠା ଏବଂ ସାହସ ପ୍ରକୃତରେ ପ୍ରଶଂସନୀୟ। ଦେଶବାସୀଙ୍କ ସୁରକ୍ଷିତ ଜୀବନ ପାଇଁ ଆପଣ ସମସ୍ତଙ୍କ

ଅବଦାନକୁ ସମ୍ମାନ ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande