ଉପ ରାଷ୍ଟ୍ରପତି ଆଜି ଠାରୁ ତାମିଲନାଡ଼ୁର ଦୁଇଦିନିଆ ଗସ୍ତରେ
ଭୁବନେଶ୍ୱର, 02 ଜାନୁଆରି (ହି.ସ.)ଉପ ରାଷ୍ଟ୍ରପତି ସିପି ରାଧାକୃଷ୍ଣନ ୨ ଏବଂ ୩ ଜାନୁଆରୀରେ ତାମିଲନାଡ଼ୁର ଦୁଇଦିନିଆ ଗସ୍ତରେ ରହିବେ । ଉପ ରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ ଆଜି ସେ ଚେନ୍ନାଇରେ ଡା. ଏମ୍‌ଜିଆର୍ ଏଜୁକେଶନାଲ ଏଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ୟୁନିଭରସିଟିର ୩୪ତମ ଦୀକ୍ଷାନ୍ତ ସମାରୋହର
ଉପ ରାଷ୍ଟ୍ରପତି ଆଜି ଠାରୁ ତାମିଲନାଡ଼ୁର ଦୁଇଦିନିଆ ଗସ୍ତରେ


ଭୁବନେଶ୍ୱର, 02 ଜାନୁଆରି (ହି.ସ.)ଉପ ରାଷ୍ଟ୍ରପତି ସିପି ରାଧାକୃଷ୍ଣନ ୨ ଏବଂ ୩ ଜାନୁଆରୀରେ ତାମିଲନାଡ଼ୁର ଦୁଇଦିନିଆ ଗସ୍ତରେ ରହିବେ ।

ଉପ ରାଷ୍ଟ୍ରପତି ସଚିବାଳୟ ଅନୁଯାୟୀ ଆଜି ସେ ଚେନ୍ନାଇରେ ଡା. ଏମ୍‌ଜିଆର୍ ଏଜୁକେଶନାଲ ଏଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ୟୁନିଭରସିଟିର ୩୪ତମ ଦୀକ୍ଷାନ୍ତ ସମାରୋହରେ ଅଧ୍ୟକ୍ଷତା କରିବେ । ପରେ ତାଜ କୋରୋମଣ୍ଡଳରେ ରାମନାଥ ଗୋୟନକା ସାହିତ୍ୟ ସମ୍ମାନ ସମାରୋହରେ ସାମିଲ ହେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande