ସଡ଼କ ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ କୌଶଲେସ ଚିକିତ୍ସା ଯୋଜନା ଜଲ୍‌ଦି- ଗଡ଼କରୀ
ନୂଆଦିଲ୍ଲୀ, ୦୮ ଜାନୁଆରୀ(ହି.ସ.) – କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଦିନ କହିଛନ୍ତି ଯେ କେନ୍ଦ୍ର ସରକାର ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଏକ କୌଶଳେଶ ଚିକିତ୍ସା ଯୋଜନା ଜଲ୍‌ଦି ଆରମ୍ଭ କରିବ। ଏଥିରେ ଦୁର୍ଘଟଣା ପୀଡ଼ିତଙ୍କୁ ହସ୍‌ପିଟାଲ ପଂହଚାଉଥିବା ବ୍ୟକ୍ତିଙ
ସଡ଼କ ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ କୌଶଲେସ ଚିକିତ୍ସା ଯୋଜନା ଜଲ୍‌ଦି- ଗଡ଼କରୀ


ନୂଆଦିଲ୍ଲୀ, ୦୮ ଜାନୁଆରୀ(ହି.ସ.) – କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଦିନ କହିଛନ୍ତି ଯେ କେନ୍ଦ୍ର ସରକାର ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଏକ କୌଶଳେଶ ଚିକିତ୍ସା ଯୋଜନା ଜଲ୍‌ଦି ଆରମ୍ଭ କରିବ। ଏଥିରେ ଦୁର୍ଘଟଣା ପୀଡ଼ିତଙ୍କୁ ହସ୍‌ପିଟାଲ ପଂହଚାଉଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ମଧ୍ୟ ମିଳିବ ଏବଂ ପୀଡ଼ିତଙ୍କୁ ହସ୍ପିଟାଲରେ ସାତଦିନ ପର୍ଯ୍ୟନ୍ତ ରହିବାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୁକ୍ତ ଚିକିତ୍ସା ମିଳିବ। ଚିକିତ୍ସା ଖର୍ଚ୍ଚ ଇନ୍‌ସ୍ୟୁରାନ୍ସ କମ୍ପାନୀ ବହନ କରିବ ଏବଂ ଯେଉଁଠାରେ ଇନ୍‌ସ୍ୟୁରାନ୍ସ ହେବନାହିଁ ସେଠାରେ ସରକାର ରୋଡ଼ ସେପ୍ଟି ଫଣ୍ଡ ଖର୍ଚ୍ଚ ଉଠାଇବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande