ଦୁର୍ଗାପୂଜା ଭିଡ଼ରେ ମୋବାଇଲ୍ ଲୁଟ୍ ଗ୍ୟାଙ୍ଗ୍ ଗିରଫ
ଭୁବନେଶ୍ୱର 20 ଅକ୍ଟୋବର (ହି.ସ.) ପଶ୍ଚିମବଙ୍ଗର ମୋବାଇଲ୍ ଚୋର ଗ୍ୟାଙ୍ଗ୍ର ୫ ଜଣ ଗିରଫ। ୪ ମହିଳା ଓ ଜଣେ ପୁରୁଷଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ। ପକେଟରୁ ମୋବାଇଲ୍ ଚୋରି କରୁଥଲେ। ଅଭିଯୁକ୍ତଙ୍କଠାରୁ ୫ଟି ଚୋରା ମୋବାଇଲ୍ ଜବତ। ଜଗତପୁର ଓ ଖାରବେଳନଗର ଗେଷ୍ଟ ହାଉସ୍ରେ ରହି ଚଳାଉଥିଲେ ନେଟୱର
ଦୁର୍ଗାପୂଜା ଭିଡ଼ରେ ମୋବାଇଲ୍ ଲୁଟ୍ ଗ୍ୟାଙ୍ଗ୍ ଗିରଫ


ଭୁବନେଶ୍ୱର 20 ଅକ୍ଟୋବର (ହି.ସ.)

ପଶ୍ଚିମବଙ୍ଗର ମୋବାଇଲ୍ ଚୋର ଗ୍ୟାଙ୍ଗ୍ର ୫ ଜଣ ଗିରଫ। ୪ ମହିଳା ଓ ଜଣେ ପୁରୁଷଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ। ପକେଟରୁ ମୋବାଇଲ୍ ଚୋରି କରୁଥଲେ। ଅଭିଯୁକ୍ତଙ୍କଠାରୁ ୫ଟି ଚୋରା ମୋବାଇଲ୍ ଜବତ। ଜଗତପୁର ଓ ଖାରବେଳନଗର ଗେଷ୍ଟ ହାଉସ୍ରେ ରହି ଚଳାଉଥିଲେ ନେଟୱର୍କ। ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande