ଆରଏସଏସର ପ୍ରତିଷ୍ଠା ଦିବସରେ ସ୍ୱୟଂସେବକମାନଙ୍କୁ ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.)- ଆରଏସଏସର ପ୍ରତିଷ୍ଠା ଦିବସରେ ସ୍ୱୟଂସେବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ୧୦୧ତମ ସ୍ଥାପନା ଦିବସ ଅବସ
ଆରଏସଏସ


ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.)- ଆରଏସଏସର

ପ୍ରତିଷ୍ଠା ଦିବସରେ ସ୍ୱୟଂସେବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି

ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ରାଷ୍ଟ୍ରୀୟ

ସ୍ବୟଂସେବକ ସଂଘର ୧୦୧ତମ ସ୍ଥାପନା ଦିବସ ଅବସରରେ ସମସ୍ତ ସ୍ବୟଂସେବକଙ୍କୁ ମୋର ହାର୍ଦ୍ଦିକ

ଶୁଭେଚ୍ଛା ଓ ଅଭିନନ୍ଦନ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande