ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ
ଗଞ୍ଜାମ, ୨୬ ଅକ୍ଟୋବର (ହି.ସ.)- ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର କାଜାରିଆ ମାର୍ବଲ ନିକଟ ଜାତୀୟ ରାଜପଥରେ ଲୁଟ୍ ଉଦ୍ୟମ ହୋଇଛି। ପ୍ରତୀକ୍ଷା ଏନକ୍ଲେଭ ନିଵାସୀ ଡି. ଅନୁରାଧା(୫୬) ତାଙ୍କ ଝିଅ ସହିତ ସ୍କଟିରେ ଯାଉଥିବା ବେଳେ ପଲସରରେ ଆସିଥିବା ଦୁଇ ଜଣ ଦୁର୍ବୃତ ତାଙ୍କ ଵେକରୁ ସୁନାଚେନ ଝାମ
ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ


ଗଞ୍ଜାମ, ୨୬ ଅକ୍ଟୋବର (ହି.ସ.)- ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର କାଜାରିଆ ମାର୍ବଲ ନିକଟ ଜାତୀୟ ରାଜପଥରେ ଲୁଟ୍ ଉଦ୍ୟମ ହୋଇଛି। ପ୍ରତୀକ୍ଷା ଏନକ୍ଲେଭ ନିଵାସୀ ଡି. ଅନୁରାଧା(୫୬) ତାଙ୍କ ଝିଅ ସହିତ ସ୍କଟିରେ ଯାଉଥିବା ବେଳେ ପଲସରରେ ଆସିଥିବା ଦୁଇ ଜଣ ଦୁର୍ବୃତ ତାଙ୍କ ଵେକରୁ ସୁନାଚେନ ଝାମ୍ପି ନେଵାକୁ ଉଦ୍ୟମ କରିଥିଲେ। ଚଳନ୍ତା ଗାଡିରୁ ପଡି ବୃଦ୍ଧା ଜଣକ ଆହତ ହୋଇଛନ୍ତି ଓ ଚିକିତ୍ସା ନିମନ୍ତେ ଵ୍ରହ୍ମପୁର ଵଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande