ପଦାତିକ ସେନା ଦିବସରେ ଯବାନମାନଙ୍କ ମନୋବଳକୁ ସଲାମ୍ ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ପଦାତିକ ସେନା ଦିବସରେ ଯବାନମାନଙ୍କ ମନୋବଳକୁ ସଲାମ୍ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପଦାତିକ ସେନା ଦିବସ ଅବସରରେ,
କେଭି ସିଂହଦେଓ


ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ପଦାତିକ ସେନା

ଦିବସରେ ଯବାନମାନଙ୍କ ମନୋବଳକୁ ସଲାମ୍ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପଦାତିକ

ସେନା ଦିବସ ଅବସରରେ, ଆମେ ଆମର ବୀର ପଦାତି ସେନା ଯବାନମାନଙ୍କ ଅଦମ୍ୟ ସାହସ ଓ ମନୋବଳକୁ ସଲାମ କରୁଛୁ। ଭାରତର

ସାର୍ବଭୌମତ୍ୱର ଅଟଳ ପ୍ରହରୀ ଏହି ବୀର ଯବାନମାନେ ୧୯୪୭ ମସିହାରୁ ଆଜି ପର୍ଯ୍ୟନ୍ତ ନିଜର ସାହସ ଓ

ବୀରତ୍ୱ ବଳରେ ଦେଶର ସମ୍ମାନ ଓ ଗୌରବର ସୁରକ୍ଷା କରିଆସୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande