ପଦାତିକ ସେନା ଦିବସରେ ଯବାନମାନଙ୍କ ସାହସକୁ ସଲାମ୍ ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ପଦାତିକ ସେନା ଦିବସରେ ଯବାନମାନଙ୍କ ସାହସକୁ ସଲାମ୍ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପଦାତିକ ସେନା ଦିବସ ଅବସରରେ, ଯେଉଁ ବୀର ପଦାତିକ ସେନା ଯବାନମାନଙ୍କ ସାହସ,
ପ୍ରଭାତୀ ପରିଡା


ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ପଦାତିକ ସେନା

ଦିବସରେ ଯବାନମାନଙ୍କ ସାହସକୁ ସଲାମ୍ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପଦାତିକ ସେନା ଦିବସ ଅବସରରେ, ଯେଉଁ ବୀର ପଦାତିକ ସେନା ଯବାନମାନଙ୍କ ସାହସ, ବୀରତ୍ୱ ଓ ସର୍ବୋଚ୍ଚ ବଳିଦାନ ଦେଶର ସୁରକ୍ଷା କରୁଛି, ସେହି ବୀର ଯବାନମାନଙ୍କୁ ହୃଦୟଭରା ଶ୍ରଦ୍ଧାଞ୍ଜଳି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande