
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ରାଜ୍ୟ ସ୍ଵାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଭଞ୍ଜନଗର ଆସି ବାତ୍ୟା ଓ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟ ରକ୍ଷା, ଚିକିତ୍ସା ପାନୀୟ ଜଳ ଏହି ଅଞ୍ଚଳର ଲୋକେ ଯେପରି ପାଇପାରିବେ ସେଥିପାଇଁ ସେ ଗୁରୁତ୍ୱଆରୋପ କରିଛନ୍ତି। ଏତତ ବ୍ୟତୀତ ସେ ସ୍ଥାନୀୟ ବିଧାୟକ, ବିଭିନ୍ନ ବିଭାଗର ଅଧିକାରୀ ଓ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ