ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆଧାରିତ ଶିକ୍ଷକ ତାଲିମଂଚ
ବଲାଙ୍ଗୀର, ୨୦ ନଭେମ୍ବର(ହି.ସ.) – ଗୁଡଭେଲା ଗୁଡଭେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ତୋନ୍ତୁଳିଖୁଂଟି ପଂଚାୟତ ହାଇସ୍କୁଲ ଡାହିମାଲ ଠାରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆ. ଧାରିତ ଏକ ଦିବସୀୟ ଶିକ୍ଷକ ତାଲିମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ
ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆଧାରିତ ଶିକ୍ଷକ ତାଲିମ*


ବଲାଙ୍ଗୀର, ୨୦ ନଭେମ୍ବର(ହି.ସ.) – ଗୁଡଭେଲା ଗୁଡଭେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ତୋନ୍ତୁଳିଖୁଂଟି ପଂଚାୟତ ହାଇସ୍କୁଲ ଡାହିମାଲ ଠାରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆ. ଧାରିତ ଏକ ଦିବସୀୟ ଶିକ୍ଷକ ତାଲିମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ପରେ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁର ର ଅପ୍ଥାଲମିକ ଆସିଷ୍ଟାଣ୍ଡ ବବଲୁ ସେଠୀ ତାଲିମ ପ୍ରଦାନ କରିଥିଲେ। ସିଆର୍ସିିସି ପ୍ରହଲ୍ଲାଦ ଦଣ୍ଡସେନା ସଭା ସଂଚାଳନ କରିଥିଲେ। ସିଆର୍ସିସି ଜଗମୋହନ ତ୍ରିପାଠୀ, କାର୍ତିକ ହରପାଲ, ଅଶୋକ କୁମାର ଶାମଲ ପ୍ରମୁଖ ତାଲିମରେ ସହଯୋଗ କରିଥିଲେ। ବିଆର୍ଟି ଜୁଲ୍ ଫିକର୍ ଖାନ୍ ପ୍ରଶସ୍ଥ ଆପ୍ ଉପରେ ଆଲୋକପାତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande