ଉନ୍ନୟନ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କୋଟପାଡ଼ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର , 10 ଫେବ୍ରୁଆରି (ହି.ସ.) କୋରାପୁଟ ଜିଲ୍ଲା କୋଟପାଡ଼ ସହର ରେ ପର୍ଯ୍ୟାୟ କ୍ରମେ ଟେଣ୍ଡର କରି ଉଛେଦ ଓ ସମ୍ପୃକ୍ତ ସ୍ଥାନ ରେ ବ୍ୟବସାୟୀ ଙ୍କୁ ଥଇଥାନ କରାଯିବାକୁ ଦାବୀ ଜଣାଇ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଓଡିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟ ରେ କୋ
ଉନ୍ନୟନ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ କୋଟପାଡ଼ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର , 10 ଫେବ୍ରୁଆରି (ହି.ସ.)

କୋରାପୁଟ ଜିଲ୍ଲା କୋଟପାଡ଼ ସହର ରେ ପର୍ଯ୍ୟାୟ କ୍ରମେ ଟେଣ୍ଡର କରି ଉଛେଦ ଓ ସମ୍ପୃକ୍ତ ସ୍ଥାନ ରେ ବ୍ୟବସାୟୀ ଙ୍କୁ ଥଇଥାନ କରାଯିବାକୁ ଦାବୀ ଜଣାଇ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ଓଡିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟ ରେ କୋଟପାଡ଼ ଉନ୍ନୟନ କମିଟି ତରଫରୁ ଦାବୀ ପତ୍ର ପ୍ରଦାନ

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande