ଗଞ୍ଜେଇ ତେଲ ସହ ଗଞ୍ଜେଇ ଜବତ ଆନୁମାନିକ ମୂଲ୍ୟ ୧୪ ଲକ୍ଷ
Bhubaneswar, 14 ଫେବ୍ରୁଆରି (ହି.ସ.) ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ନିକଟରେ ଭୋର ୪ଟା ରେ ଜଣେ ଯୁବକ ଏକ ବ୍ୟାଗ ଧରି ଠିଆ ହୋଇଥିବା ସନ୍ଦେହ ରେ ପୁଲିସ ଗିରଫ କରିଥିଲା l ପେଟ୍ରୋଲିଙ୍ଗ ଗାଡି ଦେଖି ଯୁବକ ଦୌଡ଼ି ଗଲା ବେଳେ ପୁଲିସ ଗିରଫ କରିଛି l ଗିରଫ ଯୁବକ ଜଣକ ହେଲା ବୈପାରୀଗୁଡା ଅଂଚଳର
ଗଞ୍ଜେଇ ତେଲ ସହ ଗଞ୍ଜେଇ ଜବତ  ଆନୁମାନିକ ମୂଲ୍ୟ ୧୪ ଲକ୍ଷ


Bhubaneswar, 14 ଫେବ୍ରୁଆରି (ହି.ସ.)

ଜୟପୁର

ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ନିକଟରେ ଭୋର ୪ଟା ରେ ଜଣେ ଯୁବକ ଏକ ବ୍ୟାଗ ଧରି ଠିଆ ହୋଇଥିବା ସନ୍ଦେହ ରେ ପୁଲିସ ଗିରଫ କରିଥିଲା l ପେଟ୍ରୋଲିଙ୍ଗ ଗାଡି ଦେଖି ଯୁବକ ଦୌଡ଼ି ଗଲା ବେଳେ ପୁଲିସ ଗିରଫ କରିଛି l ଗିରଫ ଯୁବକ ଜଣକ ହେଲା ବୈପାରୀଗୁଡା ଅଂଚଳର ଗୋପବନ୍ଧୁ ଖିଲ (୨୭)l ଗିରଫ ଯୁବକର ବ୍ୟାଗ ରୁ ୬ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ୧ଲିଟର ୨୦ ଗ୍ରାମ ତେଲ ଯାହାର ହାରାହାରି ମୂଲ୍ୟ ୧୪ ଲକ୍ଷ୍ୟ ଟଙ୍କା ବୋଲି ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande