ଛୁରା ମାଡରେ ସ୍ତ୍ରୀର ମୃତ୍ୟୁ ଘଟଣାରେ ସିନ୍ ରିକ୍ରିଏସନ
ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)- ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ମୃତ ଘଟଣାରେ କ୍ରାଇମ୍ ସ୍ପଟରେ ମଡର ସିନ ରିକ୍ରିଏସନ କରିଛି ପୋଲିସ I ଭରତପୁର ଥାନା ପୋଲିସ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ ନେଇ କ୍ରାଇମ୍ ସ୍ପଟରେ ପହଞ୍ଚିଥିଲା I ମଦ ପିଇବା ପାଇଁ ହୋଇଥିଲା ଝଗଡ଼ା I ସେ
ଛୁରା ମାଡରେ ସ୍ତ୍ରୀର ମୃତ୍ୟୁ ଘଟଣାରେ ସିନ୍ ରିକ୍ରିଏସନ


ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)- ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ମୃତ ଘଟଣାରେ

କ୍ରାଇମ୍ ସ୍ପଟରେ ମଡର ସିନ ରିକ୍ରିଏସନ କରିଛି ପୋଲିସ I ଭରତପୁର ଥାନା ପୋଲିସ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ

ନେଇ କ୍ରାଇମ୍ ସ୍ପଟରେ ପହଞ୍ଚିଥିଲା I ମଦ ପିଇବା ପାଇଁ ହୋଇଥିଲା ଝଗଡ଼ା I

ସେ କିଛି କାମ ଧନ୍ଦା କରୁନଥିବା ବେଳେ ସ୍ତ୍ରୀ ସାବିତ୍ରୀ ମଲ୍ଲିକ ପଇସାରେ ଚଳୁଥିଲା I ମଦ ପିଇବା ପାଇଁ ଟଙ୍କା ମାଗିଥିଲା

ଅଭିଯୁକ୍ତ ସ୍ଵାମୀ ,

ହେଲେ ସାବିତ୍ରୀ ଦେଇନଥିଲେ ଯାହାକୁ ନେଇ ଉତକ୍ଷୀପ୍ତ ହୋଇ ଛୁରୀରେ ଭୂଷି ଦେଇଥିଲା ନୃସଂଶ ସ୍ଵାମୀ

ପୂର୍ଣ୍ଣଚନ୍ଦ୍ର ମଲ୍ଲିକ I

ଗତକାଲି ତାକୁ ଗିରଫ କରିଥିଲା ପୋଲିସ I

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande