
ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ
ଓ ସୁଜିତ କୁମାର । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବିଜେପି ପାର୍ଟି ଅଫିସ୍ରୁ
ସମର୍ଥକଙ୍କ ସହ ବାହାରିଥିଲେ । ବିରାଟ ପଟୁଆରରେ ନାମାଙ୍କନ ଭରିବା ପାଇଁ ଯାଇଛନ୍ତି ୨ ପ୍ରାର୍ଥୀ
। ନାମାଙ୍କନ ଭରିବା ପୂର୍ବରୁ ରାମ ମନ୍ଦିର ଯାଇ
ଆଶୀର୍ବାଦ ଲୋଡ଼ିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା