ସମସ୍ତଙ୍କ ସମର୍ଥନ ଲୋଡିଲେ ଦିଲ୍ଲୀପ ରାୟ
ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)-ସମର୍ଥନ ଲୋଡିଲେ ଦିଲ୍ଲୀପ ରାୟ । ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ସ୍ମୃତିଚାରଣ କରି ଦିଲୀପ ରାୟ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଜୁ ବାବୁଙ୍କ ଭିଜିନ ଏବଂ ଲିଗାସୀ ଦ୍ୱାରା ଅନୁପ୍ରାଣିତ ସମସ୍ତଙ୍କ ସମର୍ଥ
ସମସ୍ତଙ୍କ ସମର୍ଥନ ଲୋଡିଲେ ଦିଲ୍ଲୀପ ରାୟ


ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)-ସମର୍ଥନ ଲୋଡିଲେ ଦିଲ୍ଲୀପ ରାୟ । ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ସ୍ମୃତିଚାରଣ

କରି ଦିଲୀପ ରାୟ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଜୁ ବାବୁଙ୍କ

ଭିଜିନ ଏବଂ ଲିଗାସୀ ଦ୍ୱାରା ଅନୁପ୍ରାଣିତ ସମସ୍ତଙ୍କ ସମର୍ଥନ ଲୋଡିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande