ବିଜୁ ଲିଗାସୀ କେବଳ ଗଣମାଧ୍ୟମରେ ଚର୍ଚ୍ଚା- ଦେବୀ ମିଶ୍ର
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବିଜୁ ଲିଗାସୀ କେବଳ ଗଣମାଧ୍ୟମରେ ଚର୍ଚ୍ଚା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ସେ କହିଛନ୍ତି ଯେ, ଗଣମାଧ୍ୟମ ଜରିଆରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ଦେଖୁଥିଲି। ସେମାନେ କହିଛନ୍ତି, ଏଥିରେ କୌଣସି ରାଜ
ବିଜୁ ଲିଗାସୀ କେବଳ ଗଣମାଧ୍ୟମରେ     ଚର୍ଚ୍ଚା- ଦେବୀ ମିଶ୍ର


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବିଜୁ ଲିଗାସୀ

କେବଳ ଗଣମାଧ୍ୟମରେ ଚର୍ଚ୍ଚା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ସେ

କହିଛନ୍ତି ଯେ, ଗଣମାଧ୍ୟମ ଜରିଆରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ଦେଖୁଥିଲି। ସେମାନେ

କହିଛନ୍ତି, ଏଥିରେ କୌଣସି ରାଜନୀତି ନାହିଁ। ସେମାନେ ବିଜୁ

ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା କଥା କହିଛନ୍ତି। କେବଳ ଗଣମାଧ୍ୟମ ଏହାକୁ ଚର୍ଚ୍ଚା କରୁଛି

ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande