ଶ୍ରୀମୟୀଙ୍କୁ ସୁଲୋଚନାଙ୍କ କାଉଂଟର, କହିଲେ ବିଜେଡି ସବୁ ଦୃଷ୍ଟିରେ ମହିଳାଙ୍କୁ ପ୍ରତିଷ୍ଠିତ କରିଛି
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ନାଁ ନ ନେଇ ଶ୍ରୀମୟିଙ୍କୁ ସୁଲୋଚନାଙ୍କ କାଉଣ୍ଟର। ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଦୁଃଖର କଥା ଯିଏ ଏଭଳି କହୁଛନ୍ତି l ସେ ଆଜି ଯେଉଠି ପହଂଚିଛନ୍ତି କେବଳ ବିଜୁ ଜନତା ଦଳ ପାଇଁ l ବିଜୁ ଜନତା ଦଳ ପାଇଁ ମୁଁ
ଶ୍ରୀମୟୀଙ୍କୁ ସୁଲୋଚନାଙ୍କ     କାଉଂଟର, କହିଲେ ବିଜେଡି ସବୁ ଦୃଷ୍ଟିରେ ମହିଳାଙ୍କୁ ପ୍ରତିଷ୍ଠିତ କରିଛି


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ନାଁ ନ ନେଇ

ଶ୍ରୀମୟିଙ୍କୁ ସୁଲୋଚନାଙ୍କ କାଉଣ୍ଟର। ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଦୁଃଖର କଥା

ଯିଏ ଏଭଳି କହୁଛନ୍ତି l ସେ ଆଜି ଯେଉଠି

ପହଂଚିଛନ୍ତି କେବଳ ବିଜୁ ଜନତା ଦଳ ପାଇଁ l ବିଜୁ ଜନତା ଦଳ ପାଇଁ ମୁଁ

ଆଜି ଭୁବନେଶ୍ୱରର ମେୟର ହେଇପାରିଛି । ବିଜେଡି କେବଳ ଆର୍ଥିକ ଦୃଷ୍ଟିକୋଣରୁ ମହିଳାଙ୍କୁ

ସ୍ୱାବଲମ୍ବି କରିନି, ରାଜନୈତି, ସାମାଜିକସ୍ତରରେ

ମହିଳାଙ୍କୁ ପ୍ରତିଷ୍ଠିତ କରିଛନ୍ତି l ବିଜୁବାବୁ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପଂଚାୟତରାଜରେ କରିଥିଲେ, ନବୀନ

ବାବୁ 50 ପ୍ରତିଶତ କଲେ । ଏବେ ମହିଳାଙ୍କୁ 33ପ୍ରତିଶତ ସଂରକ୍ଷଣ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ତାର

ଯଥେଷ୍ଟ ପୂର୍ବରୁ 2010 ମସିହାରେ ସର୍ବସମିତି କ୍ରମେ ପ୍ରଥମ ରାଜ୍ୟ

ଭବେ ପଠେଇ ଥିଲେ l ଯଦି ମନୋଭlବ ଠିକ ଅଛି

ମହିଳାଙ୍କୁ ଆଗକୁ ଆଣିବାରେ କିଛି ଅସୁବିଧା ନାହିଁ l ସେ ଆଜି ବିଜୁ

ଜନତା ଦଳ ଓ ନବୀନ ବାବୁଙ୍କ ପାଇଁ ହେଇଛନ୍ତି ନା ନାହିଁ ତାଙ୍କୁ ପଚାରନ୍ତୁ ବୋଲି ସୁଲୋଚନା

ଦାସ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande