

Odisha, 18 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା,ସହରର ଅନେକ ସ୍ଥାନରେ ଏବେ ସେକ୍ସ ରାକେଟ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେଣୁ ପୋଲିସ ପକ୍ଷରୁ ମଧ୍ଯ ବିଭିନ୍ନ ସମୟରେ ବିଭିନ୍ନ ସମୟରେ ଚଢ଼ାଉ ହେଉଛି। ଦେହିଜିବୀଙ୍କ ସମେତ ଗ୍ରାହକ ମଧ୍ଯ ଧରହେଉଛନ୍ତି। ଏପରିସ୍ଥଳେ ଶନିବାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଂଚଳରୁ ସେକ୍ସ ରାକେଟ ଠାବ ହୋଇଛି। ଏହି ରାକେଟର ରାଣୀ ମହୁମାଛି ସହ ଦୁଇ ଦେହଜିବୀ ଓ ଡ଼ଲଫିନ ହୋଟେଲ ମ୍ୟାନେଜର ସମେତ ତିନି ଗ୍ରାହକ ଥାନାରେ ଅଟକ ଥିବା ଜଣାପଡ଼ିଛି। ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ