ଗୁରୁ ଅଙ୍ଗଦ ଦେବ ଜୀଙ୍କ ପବିତ୍ର ପ୍ରକାଶ ପର୍ବରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)- ଗୁରୁ ଅଙ୍ଗଦ ଦେବ ଜୀଙ୍କ ପବିତ୍ର ପ୍ରକାଶ ପର୍ବରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସେବା, ଶୃଙ୍ଖଳା, ସତ୍ୟନିଷ୍ଠା ଓ ସମଭାବର ଦିବ୍ୟ ଧାରାରେ
ଗୁରୁ ଅଙ୍ଗଦ ଦେବ ଜୀଙ୍କ ପବିତ୍ର ପ୍ରକାଶ ପର୍ବରେ ତାଙ୍କୁ ନମନ କଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)- ଗୁରୁ ଅଙ୍ଗଦ ଦେବ ଜୀଙ୍କ ପବିତ୍ର ପ୍ରକାଶ ପର୍ବରେ

ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସେବା, ଶୃଙ୍ଖଳା, ସତ୍ୟନିଷ୍ଠା ଓ ସମଭାବର ଦିବ୍ୟ ଧାରାରେ ଶିଖ ପରମ୍ପରାକୁ ସମୃଦ୍ଧ

କରିଥିବା ଗୁରୁ ଅଙ୍ଗଦ ଦେବ ଜୀଙ୍କ ପବିତ୍ର ପ୍ରକାଶ ପର୍ବରେ ତାଙ୍କୁ କୋଟି-କୋଟି ନମନ କରୁଛି।

ଗୁରୁମୁଖୀ ଲିପିର ପ୍ରସାର ଏବଂ ଲଙ୍ଗର ପରମ୍ପରାକୁ ସୁଦୃଢ କରିବାରେ

ତାଙ୍କ ଅବଦାନ ସାମାଜିକ ଏକତା ଓ ମାନବୀୟ ମୂଲ୍ୟବୋଧକୁ ନୂଆ ଶକ୍ତି ପ୍ରଦାନ କରେ। ତାଙ୍କ

ପ୍ରେରଣାଦାୟକ ଚିନ୍ତାଧାରା ସଦା ସମାଜକୁ ସେବା ଓ ସଦ୍ଭାବର ପଥରେ ଆଗକୁ ନେଇଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande