
ଭୁବନେଶ୍ୱର, 19 ଏପ୍ରିଲ୍ (ହି.ସ.): ଭରତପୁର
ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା ହାତୀ । ଭୋର ୪ଟାରେ ପଥରଗାଡ଼ିଆ ମଶାଣି ପାଚେରି ଭାଙ୍ଗି ଜଙ୍ଗଲକୁ
ଫେରିଲେ ଦନ୍ତା । ଗତ ୩ ଦିନ ହେଲା ଶିଖରଚଣ୍ଡୀ ମୁଣ୍ଡିଆରେ ଥିଲେ ଦୁଇ ଦନ୍ତା । ଦନ୍ତା ହାତୀଙ୍କୁ
ଘଉଡ଼ାଇବା ପାଇଁ ନାଇଟ୍ ଅପରେସନ କରିଥିଲା
ଚନ୍ଦକା ବନଖଣ୍ଡ । ଡିଏଫଓଙ୍କ ନେତୃତ୍ବରେ ଗଠନ ହୋଇଥିଲା ସ୍ପେଶାଲ୍ ଟିମ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା