ବିଜୁ ଅନୁଗତ ପାଳିଲେ ଜାନକୀଙ୍କ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ବିଜୁ ଅନୁଗତ ପାଳିଲେ ଜାନକୀଙ୍କ ଶ୍ରାଦ୍ଧ ଦିବସ | ଓଡ଼ିଶା ନାଗରିକ ମଞ୍ଚ ତରଫରୁ ଭୁବନେଶ୍ୱର ସ୍ଥିତି ଏକ ହୋଟେଲରେ ଏକାଠି ହୋଇଛନ୍ତି ବିଜୁ ଲିଗାସୀ ନେତା | ବିଜୟ ମହାପାତ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମର ଆବାହକ ଥିବା ବେଳେ ଅମ
ବିଜୁ ଅନୁଗତ ପାଳିଲେ ଜାନକୀଙ୍କ ଶ୍ରାଦ୍ଧ ଦିବସ


ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ବିଜୁ ଅନୁଗତ ପାଳିଲେ ଜାନକୀଙ୍କ ଶ୍ରାଦ୍ଧ ଦିବସ | ଓଡ଼ିଶା ନାଗରିକ

ମଞ୍ଚ ତରଫରୁ ଭୁବନେଶ୍ୱର ସ୍ଥିତି ଏକ ହୋଟେଲରେ ଏକାଠି ହୋଇଛନ୍ତି ବିଜୁ ଲିଗାସୀ ନେତା | ବିଜୟ ମହାପାତ୍ର, ସୌମ୍ୟ ରଞ୍ଜନ

ପଟ୍ଟନାୟକଙ୍କ କାର୍ଯ୍ୟକ୍ରମର ଆବାହକ ଥିବା ବେଳେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ ବି

କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି | ନିକଟରେ ଏପ୍ରିଲ 17 ରେ ବିଜୁ

ଶ୍ରାଦ୍ଧ ଦିବସ ରେ ନାଗରିକ ମଞ୍ଚ ଗଢି ବିଜୁ ଲିଗାସୀ ନେତା ଏକାଠି ହୋଇଥିବା ବେଳେ କିଛି ଦିନ

ବ୍ୟବଧାନରେ ଆଜି ଜାନକୀଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଅନୁଗତ ଏକାଠି ହେବାକୁ ନେଇ ବଢିଛି ଚର୍ଚ୍ଚା

|

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande