ଟ୍ରଷ୍ଟ ଗଠନକୁ ନେଇ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକକୁ ସୌମ୍ୟଙ୍କ କଡା ସମାଲୋଚନା
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଟ୍ରଷ୍ଟ ଗଠନକୁ ନେଇ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକକୁ କଡା ସମାଲୋଚନା କରିଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ । ଆମ ଘର ହାଲ ଚାଲ ରେ ଟ୍ରଷ୍ଟ ଗଠନକୁ ନେଇ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକକୁ କଲେ କଡା ସମାଲୋଚନା । ସୌମ୍ୟ ରଞ୍ଜନ
ଟ୍ରଷ୍ଟ ଗଠନକୁ ନେଇ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକକୁ ସୌମ୍ୟଙ୍କ     କଡା ସମାଲୋଚନା


ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଟ୍ରଷ୍ଟ ଗଠନକୁ ନେଇ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକକୁ

କଡା ସମାଲୋଚନା କରିଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ

। ଆମ ଘର ହାଲ ଚାଲ ରେ ଟ୍ରଷ୍ଟ ଗଠନକୁ ନେଇ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକକୁ କଲେ କଡା

ସମାଲୋଚନା ।

ସୌମ୍ୟ ରଞ୍ଜନ ଲେଖିଛନ୍ତି ନବୀନ ବାବୁ ଯେଉଁ ତିନି ଜଣଙ୍କୁ ଟ୍ରଷ୍ ର

ଦାୟିତ୍ୱ ଦେଇଛନ୍ତି ସେମାନେ ଯେ ତାଙ୍କର ବିଶ୍ଵସ୍ଥ ଏହା ଅସ୍ବୀକାର କରି ହେବ କି? ଟ୍ରଷ୍ଟ ମାଧ୍ୟମରେ

ନବୀନ ଏକ ପ୍ରକାର ନିଜ ଉତ୍ତରାଧିକାରୀ କିଏ ତାକୁ ହାତ କାଟି ଲେଖି ଦେଇଛନ୍ତି ।

24 ବର୍ଷ ଶାସନରେ

ଭୋଟର ଦେଇଥିବା ସ୍ନେହ ଶ୍ରଦ୍ଧାକୁ ଲକ୍ଷେ ଟଙ୍କାରେ ଋଣ ପରିଶୋଧ କରିବାକୁ ଚେଷ୍ଟା କରିଛନ୍ତି । 24 ବର୍ଷ ଶାସନରେ କେତେ

ହଜାର କୋଟି ନିଜେ ଓ ନିଜ ସହଯୋଗୀଙ୍କ ପାଇଁ ରୋଜଗାର କରିବାକୁ ବିଚାର କଲେ ଭିକାରି ବି ଲକ୍ଷେ

ଟଙ୍କାକୁ ପ୍ରତ୍ୟାଖ୍ୟାନ କରିବ ବୋଲି ସୌମ୍ୟ କହିଛନ୍ତି ।

ଏହା ସହ ବିଜୁ ଜନତା ଦଳର ଅନ୍ଧ ଭକ୍ତ ମାନଙ୍କ ପାଇଁ ଏହା ସତର୍କ

ଘଣ୍ଟି କାରଣ ଗତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ଯାହାକୁ ଦାୟୀ କରାଯାଇଛି ସେ ଏବେ ବି ତାଙ୍କ

ନେତାଙ୍କ ସବୁଠୁ ବେଶି ବିଶ୍ୱସ୍ତ । ନବୀନ ବାବୁଙ୍କ ଓଡ଼ିଆଙ୍କ ପ୍ରତି ଅବିଶ୍ୱାସ ଏବଂ ଘୃଣା ଛଡା

ଅନ୍ୟ କିଛି ନାହିଁ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande