ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ
ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)ଭୁବନେଶ୍ୱର- ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍ୟତିଥିରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍
ରାମାନୁଜନ


ଭୁବନେଶ୍ୱର, 26 ଏପ୍ରିଲ୍ (ହି.ସ.)ଭୁବନେଶ୍ୱର- ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍ୟତିଥିରେ

ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍ୟତିଥିରେ

ନମ୍ର ଶ୍ରଦ୍ଧାଞ୍ଜଳି।

ରାଜ୍ୟପାଳ କହିଛନ୍ତି ଯେ,ତାଙ୍କର ଅସାଧାରଣ ପ୍ରତିଭା ଓ ଅଦ୍ୱିତୀୟ

ଗଣିତୀୟ ଅବଦାନ ମାଧ୍ୟମରେ ସେ ବିଶ୍ୱକୁ ଜ୍ଞାନର ଅମୂଲ୍ୟ ଧରୋହର ପ୍ରଦାନ କରିଥିଲେ। ତାଙ୍କର

ଜୀବନ ଓ କାର୍ଯ୍ୟ ଆସନ୍ତା ପିଢ଼ୀମାନଙ୍କୁ ସଦା ପ୍ରେରଣା ଦେଉଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande