ତମସା ନାଥ ଉତ୍କଳ କେଶରୀ ଆଗରପଡା ମେହାତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିର୍ି
ଭଦ୍ରକ, ୫ ଅପ୍ରେଲ (ହି.ସ.) - ଆଗରପଡା ସରକାରୀ ବାଳିିକା ବିଦ୍ୟାଳୟର ଛାତ୍ରୀ ତମସା ନାଥଙ୍କୁ ଉତ୍କଳ କେଶରୀ ଆଗରପଡା ମେହାତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିର୍ିତ କରାଯାଇଛି । ମେହାତ୍ସବେର ଉଚ୍ଚ କୋଟୀର ନୃତ୍ୟ ପ୍ରଦଶର୍ନ କରି ସୁଶ୍ରୀ ନାଥ ଦଶର୍କଙ୍କ ହୃଦୟକୁ ଛୁଇଁ ପାରିଥେôଲ । ଏଥିପାଇଁ ତାଙ୍କୁ ମେହା
TAMASA NATH SAMBRADHITA


ଭଦ୍ରକ, ୫ ଅପ୍ରେଲ (ହି.ସ.) - ଆଗରପଡା ସରକାରୀ ବାଳିିକା ବିଦ୍ୟାଳୟର ଛାତ୍ରୀ ତମସା ନାଥଙ୍କୁ ଉତ୍କଳ କେଶରୀ ଆଗରପଡା ମେହାତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିର୍ିତ କରାଯାଇଛି । ମେହାତ୍ସବେର ଉଚ୍ଚ କୋଟୀର ନୃତ୍ୟ ପ୍ରଦଶର୍ନ କରି ସୁଶ୍ରୀ ନାଥ ଦଶର୍କଙ୍କ ହୃଦୟକୁ ଛୁଇଁ ପାରିଥେôଲ । ଏଥିପାଇଁ ତାଙ୍କୁ ମେହାତ୍ସବ କମିଟି ପକ୍ଷରୁ ସେଂବଗଫଳକ, ପ୍ରଶଂସାପତ୍ର ପ୍ରଦାନ ପୂବର୍କ ସମ୍ବର୍ଦ୍ଧିତ କରାଯାଇଥିଲା । ମେହାତ୍ସବ କମିଟିର ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ଶ୍ରୀ ନାଥଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ନୃତ୍ୟ କଳା ବଜାଇ ରଖିବା ନେଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥେôଲ । ମେହାତ୍ସବ କମିଟିର ସହ-ସମ୍ପାଦକ ଗଦାଧର େବେହରା, ଉପେଦଷ୍ଟା ମଦନ ମୋହନ ଦାଶ ଙ୍କ ସେମତ ତମସାଙ୍କ ମା ସୌଦାମିନି ନାଥ ଉପସ୍ଥିତ ଥେôଲ । ଏଥିପୂବର୍ରୁ ଶୁଶ୍ରୀ ନାଥ ମହତାବ ଜୟନ୍ତୀ, େବେଲଶ୍ୱର ଶୁଣୀ ବୋଇତ ବନ୍ଦାଣ ଉତ୍ସବ, ସାଳନ୍ଦୀ ମେହାତ୍ସବ ଆଦେିର ନୃତ୍ୟ ପ୍ରଦଶର୍ନ କରି ପ୍ରଶଂସିତ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande