
ଭଦ୍ରକ, ୫ ଅପ୍ରେଲ (ହି.ସ.) - କୋଭିଡ୍-୧୯ କାରଣରୁ ୨୦୨୧ ରେ ସ୍ଥଗିତ ଥିବା ଜାତୀୟ ଜନ ଗଣନା କାର୍ଯ୍ୟ ଇତି ମଧ୍ୟେର ସମଗ୍ର ଦେଶେର ଆରମ୍ଭ ହୋଇଛି । ଏହା ଦୁଇ ଗୋଟି ପର୍ଯ୍ୟାୟେର ଶେଷ ହେବ । ପ୍ରଥମ ପର୍ଯ୍ୟାୟେର ଗୃହ ଗଣନା କାର୍ଯ୍ୟ ଚଳିତ ମାସ େଅପ୍ରଲ୍ ୧୫ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ସୁପର ଭାଇଜର ଏବଂ ଗଣନାକାରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ଅତୀତେର ଏହି ଜାତୀୟ ସେବା କାର୍ଯ୍ୟକ୍ରମେର ଉଭୟ ମାଧ୍ୟମିକ ଏବଂ ପ୍ରାଥମିକ ଶିକ୍ଷକ ମାନଙ୍କୁ ସାମିଲ୍ କରାଯାଉଥିଲା । େତେବ ବନ୍ତ ବ୍ଲକେର ଏହାର ବ୍ୟତିକ୍ରମ ଦେଖାଯାଇଛି । ପ୍ରଶାସନକୁ ପୂବର୍ରୁ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକ ମାନଙ୍କର ତାଲିମ୍ ବିଦ୍ୟାଳୟ ଗୁଡିକ ତରଫରୁ ପ୍ରଦାନ କରାଯାଉଥିଲା । କ୍ଷୋଭର ବିଷୟ ସୁପରଭାଇଜର ଏବଂ ଗଣନାକାରୀ ଚୟନ େବେଳ କେବଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ନାମକୁ ବିଚାରକୁ ନିଆଗଲା । ଓଡିଶାର ସମସ୍ତ ବ୍ଲକେର ମାଧ୍ୟମିକ ଶିକ୍ଷକ ମୋନ ସାମିଲ୍ ହୋଇଥିବା େବେଳ ବନ୍ତ ବ୍ଲକେର ମାଧ୍ୟମିକ ଶିକ୍ଷକ ମୋନ ଏହି ଜାତୀୟ ସେବାରୁ ବଚିଂତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ପ୍ରକ... କରିଛି । ନିର୍ବାଚନ ପରିଚାଳନା ଠାରୁ ଆରମ୍ଭ କରି ସମସ୍ତ ସରକାରୀ ସେବୋର ମାଧ୍ୟମିକ ଶିକ୍ଷକ ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥାଏ । ବତର୍ମାନର ନିଷ୍ପତି ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ େଉଦ୍ଦଶ୍ୟ ପ୍ରେଣାଦିତ େଅଟ ବୋଲି ସବ୍ରତ ଚର୍ଚ୍ଚା ଚାଲିଛି । ଏହି ମମର୍ରେ ବନ୍ତ ବ୍ଲକ ଓଷ୍ଟା ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକଷର୍ଣ କରିବା ସହିତ ମାଧ୍ୟମିକ ଶିକ୍ଷକ ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ଦାବୀ ହୋଇଛି । ଉପେରାକ୍ତ ଘଟଣା ନେଇ ତହସିଲଦାର ସାରା ହେମ୍ବ୍ରମ କହନ୍ତି, ବ୍ଲକ ଶିକ୍ଷାଧିକାରୀଙ୍କୁ ଅୋମ ତାଲିକା ମାଗିଥିଲୁ, ସେମୋନ କେବଳ ପ୍ରାଥମିକ ଶିକ୍ଷକଙ୍କ ତାଲିକା ପଠାଇଥେôଲ, ଅୋମ ସେମାନଙ୍କୁ ତାଲିମ୍ ଦେଇଛୁ । ଅନ୍ୟପକ୍ଷେର ବ୍ଲକ ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ହେରକୃଷ୍ଣ ଆପ... କହନ୍ତି, ମାଧ୍ୟମିକ ଶିକ୍ଷକଙ୍କ କମ୍ପ୍ୟୁଟର ଅନ୍ଲାଇନ୍ ଡାଟା ପ୍ରସ୍ତୁତି କ୍ଷେତ୍ରେର ଅଭିଜ୍ଞତା ଅଧିକ ରହିଛିେ,ସମାନଙ୍କୁ ସାମିଲ୍ କରିଥେôଲ ଭଲ ହୋଇଥାନ୍ତା । େତେବ କେଉଁଥିପାଇ ମାଧ୍ୟମିକ ଶିକ୍ଷକଙ୍କୁ ଉକ୍ତ କାର୍ଯ୍ୟରୁ ଅନ୍ତର କରାଗଲା ତାହା ତଦନ୍ତ ସୋପକ୍ଷ । ଁ ତୁରନ୍ତ ମାଧ୍ୟମିକ ଶିକ୍ଷକ ମାନଙ୍କୁ ଜାତୀୟ ଜନ ଗଣନା କାର୍ଯ୍ୟେର ନେିୟାଜିତ କରିବା ନେଇ ଦାବୀ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ