

ଭୁବନେଶ୍ୱର , ୦୧ ମଇ (ହି.ସ.)- ପ୍ରଦେଶ ମହିଳା କଂଗ୍ରେସ ସୋସିଆଲ ମିଡିଆ ବିଭାଗର ଅଧ୍ୟକ୍ଷା ଭାବରେ ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସୁଶ୍ରୀ ଅମିଷା ସାମନ୍ତରାୟ ଦାୟିତ୍ୱ ନ୍ୟସ୍ତ ହୋଇଥିବା ବେଳେ ଗଣମାଧ୍ୟମର ଅଧ୍ୟକ୍ଷା ଭାବରେ ଶ୍ରୀମତୀ ଜୟସ୍ମିତା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଏବଂ ଅଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ଶ୍ରୀମତୀ ତୁଳିକା କର୍ମା ଉଭୟ ଏହି ନିଯୁକ୍ତ ପ୍ରଦାନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା