
ଭୁବନେଶ୍ୱର , ୦୧ ମଇ (ହି.ସ.)- ରାଜ୍ୟର ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ୍ସରେ ଏକ ଶୋକ ବାର୍ତାରେ ନବୀନ ଲେଖିଛନ୍ତି ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା