ପେଟ୍ରୋଲ ମୂଲ୍ୟ ଲିଟର ପିଛା 26.1 ଟଙ୍କା ଏବଂ ଡିଜେଲ ଲିଟର ପିଛା 27.1 ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ, ୨୫ ମେ(ହି.ସ) ପେଟ୍ରୋ ଇନ୍ଧନ ମୂଲ୍ୟ ଆଜି ପୁଣି ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା 2.61 ଟଙ୍କା ଏବଂ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ଘଟିଛି। ଏବେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 102.12 ଟଙ୍
देशभर के पेट्रोल पंपों में ऐसा ही नजारा है। महंगाई की मार से चिंतित लोग टंकी फुल कराने के लिए बेताब हैं। फोटो - फाइल


ନୂଆଦିଲ୍ଲୀ, ୨୫ ମେ(ହି.ସ) ପେଟ୍ରୋ ଇନ୍ଧନ ମୂଲ୍ୟ ଆଜି ପୁଣି ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା 2.61 ଟଙ୍କା ଏବଂ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ଘଟିଛି। ଏବେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 102.12 ଟଙ୍କା ଏବଂ ଡିଜେଲ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି।

ପ୍ରମୁଖ ତୈଳ କଂପାନୀ ମୁତାବିକ ଦେଶର ପ୍ରମୁଖ ସହର କୋଲକାତାରେ ପେଟ୍ରୋଲ ୧୧୩.୫୧, ମୁମ୍ବାଇରେ ୧୧୧.୨୧, ନୋଏଡାରେ ୧୦୧.୯ ଟଙ୍କା, ବେଙ୍ଗାଲୁରୁରେ ୧୧୦.୬ ଟଙ୍କା, ଭୁବନେଶ୍ୱରରେ ୧୦୮ ଟଙ୍କା, ଚଣ୍ଡିଗଡରେ ୧୦୧.୫ ଟଙ୍କା, ଜୟପୁରରେ ୧୧୩.୪ ଟଙ୍କା, ଲକ୍ଷ୍ନୌରେ ୧୦୧.୯ ଟଙ୍କା ଓ ପାଟଣାରେ ୧୧୩.୫ ଟଙ୍କା ପ୍ରତି ଲିଟର ରହିଛି ।

ଗତ 10 ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ମୂଲ୍ୟ ବୃଦ୍ଧି ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 95.20 ଟଙ୍କା ରହିଛି। ଏହାପୂର୍ବରୁ ଶନିବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 87 ପଇସା ବୃଦ୍ଧି ପାଇ 91 ପଇସା ହୋଇଥିଲା। କୋଲକାତାରେ ଡିଜେଲର ମୂଲ୍ୟ ଲିଟର ପିଛା 99.82 ଟଙ୍କା ଏବଂ ମୁମ୍ବାଇରେ ଲିଟର ପିଛା 97.83 ଟଙ୍କାରେ ପହଞ୍ଚିଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande