
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପ୍ରଥମ ପଦକ ଜିତିଛି । ପୁରୁଷ ହେଭିୱେଟ୍ ପାରା ପାୱାରଲିଫ୍ଟିଂ
ଇଭେଣ୍ଟରେ କାଂସ୍ୟ ପଦକ ଜିତିଲେ ଝଣ୍ଡୁ କୁମାର ।
୧୯୦ କିଲୋଗ୍ରାମର ସଫଳ ଲିଫ୍ଟ ସହିତ ହାସଲ କରିଛନ୍ତି କାଂସ୍ୟ ପଦକ । କାଂସ୍ୟ ପଦକ ସହ ଗ୍ଲାସଗୋରେ ଖୋଲିଲା ଭାରତର ପଦକ
ତାଲିକା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା